मौसम
ଦୁର୍ବଳ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଅବପାତ
ଗତକାଲି ଲ୍ୟାଣ୍ଡଫଲ୍ ପରେ ଗଭୀର ଅବପାତରେ ଓ ପରେ ଅବପାତରେ ପରିଣତ ହୋଇଥିବା ବାତ୍ୟା 'ଅକୱାନ' ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଥିଲା। ଆଗକୁ ଏହା ଆହୁରି ଦୁର୍ବଳ ହୋଇଯିବ ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।