🔥 ट्रेंडिंग Chhath Puja Celebrations Commence સાબરકાંઠા જિલ્લામાં ધી નેગોશીયેબલ ઇન્સ... *NEED24 NEWS | ଝାରସୁଗୁଡ଼ା* અમરાપુરમાં પૂર્વ સરપંચ ભરત દાઢલ પર જીવ... Fire छठ पूजा की तैयारियों को लेकर नगर निगम...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
स्वास्थ्य

ମେଡିକାଲ୍‌ ଛାତ ଉପରୁ ଡେଇଁ ରୋଗୀଲେ ରୋଗୀ, ମୃତ ଘୋଷଣା କଲେ ଡାକ୍ତର, କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ

✍️ रिपोर्टर: Deepak Mahapatra 🗓 14 नव. 2026, 02:52 PM 👁 33
शेयर करें: 💬 WhatsApp 📘 Facebook 𝕏 Post
ଢେଙ୍କାନାଳ: ଚାରି ମହଲା ଛାତ ଉପରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି।

ମୃତ ରୋଗୀ ଜଣକ ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧିମନ୍ଦିର ରୋଡ୍ ଅଞ୍ଚଳର ୩୫ ବର୍ଷିୟ ମନୋଜ ଦେହୁରୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ସେ ଦୁଇ ଦିନ ତଳେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତିରେ ସେ ମେଡିକାଲର ୪ ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମେଡିକାଲ ସୁରକ୍ଷା କର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଓପିଡି ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
📲Get App