🔥 TRENDING વિરમગામમાં ફટાકડા ફોડવા જેવી બાબતે જીવ... तृप्ती फिल्म प्रोडक्शनची ‘राया मला पळू... Film Stars vs Streaming Sensations: Wh... Chennai Weather Forecast: Overcast Ski... Karnataka High Court Quashes Money‑Lau... Karnataka MBBS Counselling: 109 New St...
08 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଝାରବନ୍ଧ ବ୍ଲକ୍ କ୍ରଫୋଢ଼ଗଞ୍ଜ ଗ୍ରାମରେ ଜଣେ ଜୁବକ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା

✍️ Reporter: UDDIPTA PRADHAN 🗓 08 Nov 2026, 09:38 AM 👁 26
Share: 💬 WhatsApp 📘 Facebook 𝕏 Post

ଝାରବନ୍ଧ ଥାନା ଅନ୍ତର୍ଗତ କ୍ରଫୋଢ଼ଗଞ୍ଜ ଗାଁର ଗିରିଧାରୀ ବେହେରା (57) ଗତକାଲି ରାତି ଘର ବାରିପଟେ ଥିବା ପିଜୁଳି ଗଛରେ ଶାଢ଼ି ଲଗାଇ ଆତ୍ମହତ୍ୟା ଘଟିଛି।

ଝାରବନ୍ଧ ଥାନା ଅନ୍ତର୍ଗତ କ୍ରଫୋଢ଼ଗଞ୍ଜ ଗାଁର ଗିରିଧାରୀ ବେହେରା (57) ଗତକାଲି ରାତି ଘର ବାରିପଟେ ଥିବା ପିଜୁଳି ଗଛରେ ଶାଢ଼ି ଲଗାଇ ଆତ୍ମହତ୍ୟା ଘଟିଛି। ଘରେ ନ ଥିବା ସମୟରେ ଏହି ଘଟଣା ଘଟିଥିଲା ଓ ତାଙ୍କ ଝିଅ ଘରୁ ଆସି ମୃତଦେହ ଦେଖି ଝାରବନ୍ଧ ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଏହି ଘଟଣା ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏସଆଇ ବିନାୟକ ସାହୁ ଘଟଣାସ୍ଥଳକୁ ଯାଇ ଅପମୃତ୍ୟୁ ମାମଲା ନଂ 6/26 ରେ ରୁଜୁ କରି ଶବ ଜବତ କରି ଶବଚ୍ଛେଦ ପାଇଁ ପଦ୍ମପୁର ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି।
📲Get App