🔥 TRENDING Punjab Assembly Takes Stand Against SI... पाली जिले में पंचायत चुनाव: बगड़ी में... Delhi Hospital Rebuilds 27-Year-Old's... 24-Year-Old Woman Found Dead in Umariy... कलवा में दुहेरी इमारत गिरने की घटना, थ... NEET Counseling: Rajasthan Student wit...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଓଭରବ୍ରିଜ୍‌ରେ ଟ୍ରେଲର ପଛରେ ପିଟି ହେଲା ଟ୍ରକ୍‌, ଡ୍ରାଇଭର ମୃତ

✍️ Reporter: Deepak Mahapatra 🗓 23 Oct 2026, 12:55 PM 👁 18
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର ଯାଆଁଳା ଓଭରବ୍ରିଜ ଉପରେ ଶନିବାର ଘଟିଛି ଦୁର୍ଘଟଣା। ଟ୍ରେଲର ପଛରେ ପିଟି ହେଲା ଟ୍ରକ୍‌। ଟ୍ରକ୍‌ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଥିବା ବେଳେ ତା’ ଭିତରେ ଚାପି ହୋଇଯାଇଥିଲେ ଡ୍ରାଇଭର। ଟ୍ରକ୍‌ର ସମ୍ମୁଖ ଭାଗକୁ ଗ୍ୟାସ୍‌ କଟରରେ କାଟି ଡ୍ରାଇଭରଙ୍କୁ ବାହାର କରିଥିଲା ଜଟଣୀ ଅଗ୍ନିଶମ ବାହିନୀ ଟିମ୍‌। ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବର ସୂଚନା ମିଳିଛି।
📲Get App