🔥 TRENDING चारामा में जान से मारने की धमकी देकर द... બેહરામપુરા થી પાટણ સુધી માતાજીનો રથ પગ... ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍... ભાવનગર–સોમનાથ હાઈવે પર વધુ એક ગમખ્વાર... ਕਪਿਲ ਸ਼ਰਮਾ ਸ਼ੋਅ 'ਚ ਨਜ਼ਰ ਆਉਣਗੇ ਕੇਂਦਰੀ ਮ... ट्रक की टक्कर से बाइक सवार अधेड़ की मौ...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କୂଅରୁ ମିଳିଲା ୮ ମାସର ଶିଶୁପୁତ୍ରର ମୃତଦେହ

✍️ Reporter: Deepak Mahapatra 🗓 20 Nov 2026, 01:21 PM 👁 18
Share: 💬 WhatsApp 📘 Facebook 𝕏 Post
କୂଅ ଭିତରୁ ମିଳିଲା ୮ ମାସର ଶିଶୁପୁତ୍ରର ମୃତଦେହ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଘଟିଛି ଏହି ଘଟଣା। ଅଗ୍ନିଶମ ବାହିନୀ କୂଅ ଭିତରୁ ଶିଶୁଟିର ମୃତଦେହକୁ ବାହାର କରିଥିଲେ।

ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଯୁଯୁମୁରା ଥାନା ପୁଲିସ। ଶିଶୁଟି କେମିତି କୂଅରେ ପଡ଼ିଲା, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
📲Get App