🔥 TRENDING ଭୋଗରାଇରେ 32 ମହାପ୍ରଭୁଙ୍କ ଉପସ୍ଥିତି पंचायत चुनाव मे ं हार के बाद भूपेंद्र... વિદ્યાર્થીઓ સાથે પંગતમાં બેઠા રાજ્યમંત... প্রতাপ ପୂର୍ବ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ୪ ମୃତ... नालंदा के कल्याण बीघा में नीतीश कुमार...
29 Nov 2026•
ગુજરાતી मराठी ਪੰਜਾਬੀ বাংলা

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡକୁ ୨୪୩ ରନ୍‌ର ଅଗ୍ରଣୀ, ଋଷଭ ପନ୍ତଙ୍କ ନାଁରେ ନୂଆ ବିଶ୍ୱ ରେକର୍ଡ

✍️ Reporter: Abhijit Patra 🗓 29 Nov 2026, 03:06 PM 👁 28
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

କ୍ରାଇଷ୍ଟଚର୍ଚ୍ଚରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୩ ୱିକେଟ୍

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡକୁ ୨୪୩ ରନ୍‌ର ଅଗ୍ରଣୀ, ଋଷଭ ପନ୍ତଙ୍କ ନାଁରେ ନୂଆ ବିଶ୍ୱ ରେକର୍ଡ
କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିବା ସହ ଭାରତ ବିପକ୍ଷରେ ମୋଟ ୨୪୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ଭାରତୀୟ ୱିକେଟକିପର ବ୍ୟାଟର୍ ଋଷଭ ପନ୍ତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ସର୍ବାଧିକ ଛକା ମାରିବାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
📲Get App