🔥 TRENDING _कांग्रेस के यशवीर सूरा जयपुर जिला परि... Akash Chopra predicts Vaibhav could fe... BJP clinches Udaipur district council... बुंडू अनुमंडलीय अस्पताल में नए उपाधीक्... आखिर क्यों सम्राट चौधरी के सरकार से न... गुना में नगरपालिका कार्यकर्ता पर मौन ह...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ବାପା ଓ ପୁଅକୁ ଛୁରୀ ଦ୍ବାରା ମରଣାନ୍ତକ ଆକ୍ରମଣ

✍️ Reporter: Tushara Kanta Hota 🗓 25 Nov 2026, 06:18 PM 👁 25
Share: 💬 WhatsApp 📘 Facebook 𝕏 Post

Attack

🚨 ବ୍ରେକିଂ ନ୍ୟୁଜ୍!
ବାପ-ପୁଅଙ୍କ ଭୁଜାଲି ମାଡ଼ରେ ଯୁବକ ଗୁରୁତର!
ଭଜଳପୁର ନିକଟରେ ବାପ-ପୁଅଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ।
ସୂଚନା ଅନୁଯାୟୀ, ମଣ୍ଟୁ ବାଘ, ବୟସ ୨୬ ବର୍ଷ, ନିଜ ଗ୍ରାମ ଲକାବାହାଲରୁ ଶାଶୁଘର ଭଜଳପୁରକୁ ଯାଉଥିବା ସମୟରେ ଭଜଳପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ବାପ-ପୁଅଙ୍କ ଭୁଜାଲି ଆକ୍ରମଣରେ ମଣ୍ଟୁ ଗୁରୁତର ଆହତ ହୋଇଛନ୍ତି।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।
ଧନ୍ୟବାଦ।
📲Get App