🔥 TRENDING Devotees Take Holy Dip in Bangla Sahib... Two Youth Killed, One Injured as Mini... One Year After Contaminated Kaff Syrup... Narsinghpur sugarcane growers stage Bh... दिल्ली उत्तराखंड
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମୁଖ୍ୟମନ୍ତ୍ରୀ ଦ୍ୱାରା ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ

✍️ Reporter: Laxminandan Satpathy 🗓 24 Nov 2026, 03:50 PM 👁 32
Share: 💬 WhatsApp 📘 Facebook 𝕏 Post

ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ଦିନ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ କରି ଶ୍ରୀ ଶାଧବ ପୁଅମାନଙ୍କୁ ମେଲାଣି ଦେଲେ।

ମୁଖ୍ୟମନ୍ତ୍ରୀ ଏହି ଦିନ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ କରିଲେ।

ସୁସଜ୍ଜିତ ବୋଇତରେ ସାଧବ ପୁଅମାନଙ୍କୁ ମେଲାଣି ଦେଲେ।

ଭର୍ଚୁଆଲ ଭାବରେ ଇଣ୍ଡୋନେସିଆ ବାଲିର ଉତ୍ସବରେ ମଧ୍ୟ ଯୋଗ ଦେଲେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା ହେଲା।
📲Get App