🔥 TRENDING Delhi CEO Reminds Voters: Nov 25 is Fi... Mizoram screens 85,000+ for HIV, repor... Ex-Civil Servants Urge Scrapping of De... गौरेला में लाल बंगला के सामने अवैध अति... India-China Corps Commander Talks on L... Man kills two dogs, mother before comm...
24 Nov 2026•
ગુજરાતી मराठी ਪੰਜਾਬੀ বাংলা

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ମୁର୍ମୁ, ଭୁବନେଶ୍ୱରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସାଦର ସ୍ୱାଗତ

✍️ Reporter: Laxminandan Satpathy 🗓 24 Nov 2026, 03:43 PM 👁 27
Share: 💬 WhatsApp 📘 Facebook 𝕏 Post

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଦର ସ୍ୱାଗତ ଜଣାଇଛନ୍ତି।

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମାନ୍ୟବର ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଦର ସ୍ୱାଗତ ଜଣାଇଛନ୍ତି।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ସେମାନେ ଐତିହାସିକ କଟକ ବାଲିଯାତ୍ରାର ଶୁଭ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ଏହି ପାରମ୍ପରିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ସମସ୍ତଙ୍କ ପାଇଁ ଗୌରବର ବିଷୟ ହୋଇଥିବ ବୋଲି ଅନୁମାନ କରାଯାଉଛି।
📲Get App