🔥 ट्रेंडिंग Mirchi masala ki quality फतेहपुर के गाज़ीपुर में युवती ने पड़ोस... চন্দননগরের জগদ্ধাত্রী পুজো উদ্ধোধন করত... लखनऊ में अधिवक्ता सुरक्षा अधिनियम के श... दक्षिणी कलेर पंचायत के पैक्स गोदाम में... ઇડર નગરપાલિકાએ ભગવાન બિરસા મુંડાની 151...
14 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ପୁରୀ ବଡ଼ଦାଣ୍ଡରେ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ୪ ଗୁରୁତର

✍️ रिपोर्टर: Deepak Mahapatra 🗓 14 नव. 2026, 02:45 PM 👁 34
शेयर करें: 💬 WhatsApp 📘 Facebook 𝕏 Post
ପୁରୀ ବଡ଼ଦାଣ୍ଡରେ ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ରେଷ୍ଟୁରାଣ୍ଟର ସିଲିଂ ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଘଟଣାସ୍ଥଳରେ ପୁରୀ ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଆହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
📲Get App