🔥 TRENDING बंडा (शाहजहांपुर): थाना क्षेत्र के गां... ଓଡ଼ିଶାକୁ ଛୁଇଁଲା ଶୀତ; ୧୨.୨ ଡିଗ୍ରୀକୁ ଖସି... କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ , ନିଆ... दिशा बैठक में सांसद अनुराग शर्मा ने अध... Tamil Nadu Parties Unite to Safeguard... Tamil Nadu Engages Realty Developers t...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଗଞ୍ଜାମ ଜିଲ୍ଲାରେ ଶନିବାର, ରବିବାର ଛୁଟି ବାତିଲ୍

✍️ Reporter: Deepak Mahapatra 🗓 14 Nov 2026, 02:39 PM 👁 22
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ନଭେମ୍ବର ୧୪ ଓ ୧୫ ତାରିଖ ଛୁଟି ବାତିଲ। ଶନିବାର ଓ ରବିବାର ଖୋଲା ରହିବ ସମସ୍ତ ସରକାରୀ ଅଫିସ। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।
📲Get App