🔥 ट्रेंडिंग Udhna railway station રેલવે સ્ટેશનમાં... ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ବଢ଼ିଲା ଯୁକ୍ତ ୨ ଫର୍ମ ପୂରଣ ତାରିଖ

✍️ रिपोर्टर: Deepak Mahapatra 🗓 12 नव. 2026, 01:00 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖକୁ ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବଢିଛି ଫର୍ମ ପୂରଣ ତାରିଖ। ଯୁକ୍ତ ଦୁଇର ସମସ୍ତ ଷ୍ଟ୍ରୀମ୍- କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଫର୍ମ ପୂରଣ ଦିନକୁ ୧୪ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଫର୍ମ ପୂରଣ ତାରିଖ ବୃଦ୍ଧି କରାଯାଇଥିବା ବେଳେ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଅତିରିକ୍ତ ଦେୟ ବା ଜରିମାନା ଦେବାକୁ ପଡ଼ିବ ନାହିଁ।
ବାତ୍ୟା ଓ ବନ୍ୟା ପାଇଁ ଫର୍ମ ପୂରଣ ତାରିଖ ବୃଦ୍ଧି କରାଯାଇଥିବା କହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଏନେଇ ଏକାଧିକ ଛାତ୍ରଛାତ୍ରୀ ତଥା କଲେଜ ପକ୍ଷରୁ ସିଏଚ୍‌ଏସ୍‌ଇକୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଯୁକ୍ତ ୨ ଫର୍ମ ପୂରଣ ପାଇଁ ଆଜି ଥିଲା ଶେଷ ତାରିଖ।
📲Get App