स्थानीय
ମହୁ ଖାଉଥିଲେ ଭାବିଚିନ୍ତି ଖାଆନ୍ତୁ...
ମହୁ ଖାଉଥିଲେ ଭାବିଚିନ୍ତି ଖାଆନ୍ତୁ...
ନକଲି ମହୁ କେମିତି ପ୍ରସ୍ତୁତ ହେଇଥିଲା ତାହାର ସମ୍ପୂର୍ଣ୍ଣ ଖୁଲାସା l ଯାଜପୁର ଜିଲ୍ଲାର ଜଣେ ଯୁବକ ବାଲେଶ୍ୱର ଆସି ଗାଁ ଗାଁକୁ ଯାଇ ନକଲି ମହୁ ବିକ୍ରୀ କରୁଥିଲେ l ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ବଜାରରେ ଲୋକେ ତାଙ୍କୁ ଧରିଥିଲେ ଏବଂ କେମିତି ପ୍ରସ୍ତୁତ କରୁଥିଲେ ତାହା ଲୋକଙ୍କ ଆଗରେ କରି ଦେଖାଇଥିଲେ l