🔥 ट्रेंडिंग कृषि रोडमैप 2026 के तहत नई दिल्ली में... નાયબ મુખ્યમંત્રી હર્ષ સંઘવી ભીલડી પહોં... नितिन गडकरी ने कैमरे से कटने वाले चाला... कलेक्टर आशीष तिवारी ने कटनी में जनसुनव... बड़वानी कलेक्टर हेमलता सोलंकी ने जनसुन... जौनपुर में 31 अक्टूबर को भव्य 'भारत मि...
27 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ଥାନାରେ ଉତ୍ତେଜନା

✍️ रिपोर्टर: Deepak Mahapatra 🗓 27 अक्टू. 2026, 01:08 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ପୁଲିସ ହେପାଜତରୁ ଜଣେ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ମାଲକାନଗିରି ଆଦର୍ଶ ଥାନାରେ ଦେଖା ଦେଇଛି ଉତ୍ତେଜନା। ମୃତ ଯୁବକଙ୍କ ନାଁ ବାପନ ବୋଲି ଜଣାପଡ଼ିଛି।
ଏକ ଗଞ୍ଜେଇ ଚାଲାଣ ମାମଲାରେ ଗତକାଲି ହରିୟାଣା ପୁଲିସ ତାଙ୍କୁ ଗିରଫ କରିଥିଲା। ହରିୟାଣା ପୁଲିସ ତାଙ୍କୁ ଏକ ହୋଟେଲରେ ନିଜ ହେପାଜତରେ ରଖିଥିଲା। କିନ୍ତୁ ପରେ ହୋଟେଲ ରୁମ୍‌ରୁ ମିଳିଥିଲା ବାପନଙ୍କ ଝୁଲନ୍ତା ମୃତଦେହ।
ଏହି ଘଟଣା ଜଣାପଡ଼ିବା ପରେ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟମାନେ ମାଲକାନଗିରି ଥାନାରେ ପହଞ୍ଚିଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି। ଥାନା ସମ୍ମୁଖରେ ଟାୟାର ଜାଳି ଏନ୍ଏଚ୍‌- ୩୨୬କୁ ଅବରୋଧ କରିଛନ୍ତି ଲୋକେ।
ଏହି ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହାକୁ ନେଇଉଠିଛି ପ୍ରଶ୍ନ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
📲Get App