🔥 ट्रेंडिंग મહિન્દ્રા સ્કોર્પીયો ગાડીમાંથી ₹૪૧.૮૧... उन्नाव: जंगली जानवर से टकराई बाइक, खंत... શિહોરીમાં અનાજ ગોડાઉન પાસે નંદી મહારાજ... ਜੰਤਰ ਮੰਤਰ 'ਤੇ ਧਰਨਿਆਂ 'ਤੇ ਲੱਗੀ ਰੋਕ: ਦਿੱ... શામળાજી પોલીસ સ્ટેશનના ૬ વર્ષથી ફરાર N... बरौलिया पुल से युवक ने छलांग लगाई, SDR...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼, ଝରକା କବାଟ ଭାଙ୍ଗିଛି, କାନ୍ଥ ଭୁଶୁଡ଼ିଛି
शिक्षा

ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼, ଝରକା କବାଟ ଭାଙ୍ଗିଛି, କାନ୍ଥ ଭୁଶୁଡ଼ିଛି

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:25 PM 👁 17
शेयर करें: 💬 WhatsApp 📘 Facebook 𝕏 Post
କଟକ: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବା ପରେ କ୍ୟାମ୍ପସରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ନାମାଙ୍କନ ପତ୍ର ନାକଚ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦାବିରେ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ଚାମ୍ବର ବାହାରେ ଧାରଣା ଦେଇଥିଲେ। ଏହାପରେ ପରିସ୍ଥିତିକୁ ସୁଧାରିବା ପାଇଁ ଅଧ୍ୟକ୍ଷ, ଆନ୍ଦୋଳନରତ ଛାତ୍ର ଏବଂ ପୋଲିସ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଜଣେ ଅଜଣା ଦୁର୍ବୃତ୍ତ ଆଡମିନ ବ୍ଲକ୍ ନିକଟକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା।
ଏହି ବୋମାମାଡ଼ରେ କାହାରି କିଛି କ୍ଷତି ବା କେହି ଆହତ ହୋଇନାହିଁ କିନ୍ତୁ ଝରକା କବାଟ ଭାଙ୍ଗିଛି, କାନ୍ଥ ଭୁଶୁଡ଼ିଛି।
ତେବେ ଲେଜ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ ପୋଲିସ ପକ୍ଷରୁ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି।
📲Get App