अपराध
ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ
ଭିଜିଲାନ୍ସ ଜାଲରେ ବଡ଼ ସରକାରୀ ବାବୁ । ସୁନ୍ଦରଗଡ଼ ଜିଲ୍ଲାର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ରେଡ୍ ।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାକୁ ନେଇ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ୮ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି ।
ତାଙ୍କର ସୁନ୍ଦରଗଡ଼ର ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ , ପୈତୃକ ବାସଭବନ ସହ ବାବୁ ଭୁନନେଶ୍ୱରରେ ରଖିଥିବା ୩ ଟି ଫ୍ଲାଟରେ ଏକା ସାଙ୍ଗରେ ଚଢ଼ାଉ କରୁଛି ଭିଜିଲାନ୍ସର ବିଭିନ୍ନ ଟିମ ।