🔥 TRENDING शेरकोट में वॉलीबॉल प्रतियोगिता का आयोज... Machhimaro sankat ઉના નજીક કારની ટક્કરથી બે વિદ્યાર્થિની... चुनाव आयोग के खिलाफ विपक्ष का प्रदर्शन... दुर्गा पूजा की भव्य और सुरक्षित तैयारि... Chhattisgarh High Court Upholds Divorc...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଘର ଭିତରେ ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଗୁରୁତର

✍️ Reporter: Deepak Mahapatra 🗓 09 Oct 2026, 12:44 PM 👁 25
Share: 💬 WhatsApp 📘 Facebook 𝕏 Post
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଚାନ୍ଦପୁର ଗାଁରେ ଅଘଟଣ । ବାଣ ବିସ୍ପୋରଣରେ ଜଣେ ମୃତ, ୬ଗୁରୁତର । ମୃତକ ହେଲେ ମନୋରଞ୍ଜନ ସ୍ୱାଇଁ । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ମୃତ ମନୋରଂଜନଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ଓ ତାଙ୍କ ଘରେ ଭଡା ରହୁଥିବା ଶିକ୍ଷକ ରାହୁଲରାଜ ମହନ୍ତ । ସୌମ୍ୟ ଓ ରାହୁଲରାଜଙ୍କ ସମେତ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆଉ ୩ ଜଣ ଆହତଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
📲Get App