🔥 TRENDING રાજકોટના કુવાડવા રોડ પર ઓવરલોડ ટ્રક એક... સાબરકાંઠા જિલ્લા સ્પેશિયલ ઓપરેશન ગ્રુપ... मोहना नगर परिषद अध्यक्ष ने वार्ड 04 मे... Jharkhand Governor Emphasizes Talent I... Para-Teacher Killed After Being Trampl... Supreme Court Grants Bail to Man Accus...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ଅକ୍ଟୋବର ୧ରେ ଶାହଙ୍କ ଅଧ୍ୟକ୍ଷତାରେ ବସିବ ମହାନଦୀ ବୈଠକ

✍️ Reporter: Deepak Mahapatra 🗓 29 Sep 2026, 05:06 PM 👁 17
Share: 💬 WhatsApp 📘 Facebook 𝕏 Post
ଖୁବଶିଘ୍ର ମହାନଦୀ ଜଳ ବିବାଦ ସମାଧାନ ହେବାକୁ ଯାଉଛି । ଅକ୍ଟୋବର ୧ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ ବସିବାକୁ ଯାଉଛି ।

ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଔ ସାଇ ଯୋଗ ଦେବେ । ଏନେଇ AG ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
CWC ମଧ୍ୟସ୍ଥତାରେ ଜଳ ବଣ୍ଟନର ସୂତ୍ର ଖୋଜା ଚାଲିଥିବାର ସୂଚନା ମିଳିଛି ।
📲Get App