🔥 TRENDING Jason Sanjay's 'Sigma' Trailer Unveils... Five South Indian Films and OTT Series... The Times of India Releases Official T... Maharashtra LLB 3‑Year Round 4 Registr... ECI Simplifies SIR Notice Filing After... 29.77 Lakh People Screened for Health...
27 Sep 2026•
ગુજરાતી मराठी ਪੰਜਾਬੀ বাংলা

ସେବା ସଂକଳ୍ପ ଅଭିଯାନ ପରିପେକ୍ଷୀ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

✍️ Reporter: PRADIP KUMAR PANDA 🗓 27 Sep 2026, 06:22 PM 👁 28
Share: 💬 WhatsApp 📘 Facebook 𝕏 Post
🌱 ସେବା ସଂକଳ୍ପ ଅଭିଯାନ 🌱

ଗୁଡ଼ାରୀ ନଗର ଭାଜପା କାର୍ଯ୍ୟକର୍ତ୍ତାଙ୍କ କରକମଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। 🌳

ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ପାଇଁ ଆମର ଏହି ଛୋଟ ପ୍ରୟାସ।
ଗଛ ଲଗାଅ, ପରିବେଶ ବଞ୍ଚାଅ — ସବୁଜ ଗୁଡ଼ାରୀ ଗଢ଼ିବା। 🌿 ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଗୁଡ଼ାରୀ ଗଡ ଠାରେ ଆୟୋଜିତ କରାଯାଇଥିଲା ଉକ୍ତ କାର୍ଯକ୍ରମ ରେ ଗୁଡ଼ାରୀ ନଗର ସଭାପତି ଜଗଦୀଶ ନାୟକ , ସାଧାରଣ ସମ୍ପାଦକ ରଞ୍ଜନ ରଥ, ଉପସଭାପତି ସତ୍ୟନାରାୟଣ ପଣ୍ଡା , IT cell ରାୟଗଡା ଜିଲ୍ଲା ସଦସ୍ୟ ପ୍ରଦୀପ ପଣ୍ଡା କୃଷକ ମୋର୍ଚ୍ଚା ସଭାପତି ମନୋଜ ନନ୍ଦ , ସନ୍ତୋଷ ବୋମନା, ଗଣେଶ ବାରିକ, ସୁବାସ ମାଳି, ବାବୁଲା ଶବର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ
ଯୋଗ ଦେଇଥିଲେ ।
📲Get App