🔥 ट्रेंडिंग রেজিনগর গণনা কেন্দ্রে কী বললেন নির্বাচ... हनुमानगढ़: पंचायत चुनावों की तैयारियों... রেজিনগরে ভোট গণনার প্রস্তুতি তুঙ্গে ट्रेन से एक युवक की मौत दिल्ली मेट्रो के 57 स्टेशन आज हो सकते... କଟକରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ...
09 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଭାଉଜଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଅର ଗିରଫ
अपराध

ଭାଉଜଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଅର ଗିରଫ

✍️ रिपोर्टर: Deepak Mahapatra 🗓 25 सित. 2026, 12:36 PM 👁 50
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ସଂପର୍କୀୟ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ।ଗିରଫ ଅଭିଯୁକ୍ତଙ୍କ ନାଁ ରାଜୁ ନାଏକ। ତାଙ୍କ ଘର ଗଦାଧରପୁର ଗ୍ରାମରେ।

ଅଭିଯୋଗ ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ରାଜୁ ତାଙ୍କ ଘରକୁ ଯାଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିଥିଲେ।

ମହିଳା ଜଣଙ୍କ ଏନେଇ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ପରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
📲Get App