अपराध
ଇନ୍ଫୋସିଟି ଛକରେ ହିଟ୍ ଆଣ୍ଡ୍ ରନ୍
यहाँ देखें:
▶️ YouTube
ଭୁବନେଶ୍ୱର ଇନ୍ଫୋସିଟି ଛକରେ ମଦ୍ୟପ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ରାସ୍ତା କଡ଼ରେ ପାର୍କିଂ ଥିବା ବାଇକ୍, ସ୍କୁଟି ଓ ଅଟୋ ଉପରେ ଚଢ଼ିଗଲା ଟ୍ରକ । ମଦ୍ୟପ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ଲୋକେ ପୁଲିସକୁ ଜିମା ଦେଇଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରଶେଖର ପୁଲିସ ପହଞ୍ଚି ଘଟଣାକୁ ନେଇ ଛାନଭିନ କରୁଛି ।