Local
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ରେଷ୍ଟୁରାଣ୍ଟ
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ରେଷ୍ଟୁରାଣ୍ଟ । ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି ।
ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅରଡବଜାରରେ ଏକ ପେପର ପ୍ଲେଟ ଗୋଦାମରେ ଅଗ୍ନିକାଣ୍ଡ । ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ମୃତାହତ ହୋଇନଥିବା ଜଣାପଡିଛି। ଅଗ୍ନିଶମ ବାହିନୀର ୨ଟି ଗାଡି ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି ।
ପ୍ରଥମେ ଗ୍ୟାସ ଟାଙ୍କି ଫାଟିବା ଭଳି ଶବ୍ଦ ହୋଇଥିଲା। ସେଥିରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।