स्थानीय
ଭୁବନେଶ୍ୱର ସୁନ୍ଦରପଦାର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ
यहाँ देखें:
▶️ YouTube
ରାଜଧାନୀରେ ଜଳିଗଲା ରେଷ୍ଟୁରାଣ୍ଟ। ସୁନ୍ଦରପଦା ବତଣ୍ଡାରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବାହିନୀ ଗୋଟିଏ ଟିମ ନିୟୋଜିତ ରହିଛନ୍ତି । ଅପରାହ୍ନ ସମୟରେ ନିଆଁ ଦେଖିଥିଲେ କର୍ମଚାରୀ । କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ନିଆ ଜଳିଯାଇଥିଲା ।