🔥 TRENDING અમરેલી: ધારી ગીર જંગલ વિસ્તારમાં ગાયોન... Tamil Nadu Issues New Norms for Mental... J. Radhakrishnan Named Chief of Tamil... Tamil Nadu govt likely to drop Pattina... Kanak News Odisha Launches Live 9 PM B... Digvijaya Singh backs Rahul Gandhi’s ‘...
19 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

କଥା କଟାକଟି ପରେ ଭୁଜାଲି ମାଡ

✍️ Reporter: Deepak Mahapatra 🗓 19 Sep 2026, 11:40 AM 👁 12
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
କଥା କଟାକଟି ପରେ ଭୁଜାଲି ମାଡ। ଭୁଜାଲି ଓ ଛୁରୀ ମାସରେ ୮ ଜଣ ଗୁରୁତର ଥିବାବେଳେ ସେଥିମଧ୍ୟ୍ୟରୁ ଦୁଇ ଜଣ ଅତିଗୁରୁତର ଥିବା ଯୋଗୁଁ ବଡ଼ ମେଡିକାଲ ବୁର୍ଲାକୁ ରେଫର କରାଯାଇଛି l ବାକି ସମସ୍ତେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ଘଟଣା ଘଟିଛି ବରଗଡ ଟାଉନ ଥାନା ଅନ୍ତର୍ଗତ ପାତିକାରପାଲିରେ lଦୁଇ ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରଥମେ ବଚସା ଆଉ ପରେ ମାରପିଟ୍ ହୋଇଥିଲା l କଥା ଏତିକିରେ ସରିନଥିଲା । ଶେଷରେ ନିଶାଶକ୍ତ ଅବସ୍ଥାରେ ଭୁଜାଲି ଓ ଶାବଳରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ l ଭୁଜାଲି ଆକ୍ରମଣରେ ୮ ଜଣ ଗୁରୁତର ହୋଇଛନ୍ତି l ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ରେଫର କରାଯାଇଥିବା ବେଳେ ଅନ୍ୟ ୩ ଜଣ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l
📲Get App