🔥 TRENDING Three More Arrested in Mad Sandhu Murd... Delhi Woman Claims Son Murdered in Met... Odisha Builder's Son Arrested in Road... Three Killed in Chutupalu Valley Crash... Spinal Injuries from Road Accidents Pr... Delhi Police Constable Killed in Gurug...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
ଡକାୟତି ପୂର୍ବରୁ ପୋଲିସର ଚଢ଼ାଉ!
Crime

ଡକାୟତି ପୂର୍ବରୁ ପୋଲିସର ଚଢ଼ାଉ!

✍️ Reporter: Deepak Mahapatra 🗓 11 Sep 2026, 12:17 PM 👁 49
Share: 💬 WhatsApp 📘 Facebook 𝕏 Post
ପୁରୀ ବାସେଳୀସାହି ଥାନା ପୋଲିସର ବଡ଼ ସଫଳତା। ଏକ ଲଜ୍‌ ନିକଟସ୍ଥ ପରିତ୍ୟକ୍ତ ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ କିଛି ସାମଗ୍ରୀ ଜବତ ସହ ମାରଣାଅସ୍ତ୍ର ଜବତ l
📲Get App