🔥 TRENDING বাগনান ফ্লাইওভার এর কাছে মন্ডপসজ্জা ସିଡିଏରେ ଗ୍ୟାସ୍ ପାଇପ୍ ଲିକ୍, ହୁତୁହୁତୁ ହୋ... जमीनी विवाद में दो प्रभारी के बीच झड़प... ୬ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ, ଓଡ଼ିଶା... सुल्तान पोखर में माँ चंद्रघंटा की शारद... ବାବୁଙ୍କ ସମ୍ପତ୍ତି ଦେଖି ସମସ୍ତେ ଟେରା, ମିଳ...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
ବ୍ରହ୍ମପୁର ଷ୍ଟେସନରେ ଗଞ୍ଜେଇର ଗୁପ୍ତ କାରବାର ଫେଲ୍! ୨୭ କେଜି ୭୮୦ ଗ୍ରାମ ଗଞ୍ଜେଇ ଜବତ
Crime

ବ୍ରହ୍ମପୁର ଷ୍ଟେସନରେ ଗଞ୍ଜେଇର ଗୁପ୍ତ କାରବାର ଫେଲ୍! ୨୭ କେଜି ୭୮୦ ଗ୍ରାମ ଗଞ୍ଜେଇ ଜବତ

✍️ Reporter: Deepak Mahapatra 🗓 10 Sep 2026, 12:52 PM 👁 72
Share: 💬 WhatsApp 📘 Facebook 𝕏 Post
ବ୍ରହ୍ମପୁର ଷ୍ଟେସନରେ ଗଞ୍ଜେଇର ଗୁପ୍ତ କାରବାର ଫେଲ୍! ୨୭ କେଜି ୭୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜେଇ ଚାଲାଣ ଉଦ୍ୟମ ବିଫଳ। ଜିଆରପି ଓ ଆରପିଏଫ୍‌ର ମିଳିତ ନିଶାନିବାରଣ ଟିମ୍ ପ୍ଲାଟଫର୍ମ ନମ୍ବର-୨ରୁ ୨୭ କେଜି ୭୮୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଘଟଣାରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୨୦ ବର୍ଷୀୟ ବିକାଶ ଜାଗିଲିଙ୍କୁ ଗିରଫ କରାଯାଇଛି। ମୋହନାରୁ ଗଞ୍ଜେଇ ନେଇ ଟ୍ରେନ୍‌ ଯୋଗେ ଶୋଲାପୁର ଯାଇ ସେଠାରେ ବିକ୍ରି କରିବାକୁ ଯୋଜନା ଥିବା ପୋଲିସ ସୂଚନା ଦେଇଛି। ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ଓ ଟ୍ରେନ୍ ଟିକେଟ୍ ମଧ୍ୟ ଜବତ ହୋଇଛି।
📲Get App