🔥 TRENDING માતરીયા તળાવથી શક્તિનાથ સુધી 90 ભાગલેન... *காட்பாடியில் ஏரியில் மிதந்த அடையாளம்... Landslide Blocks Naga–Tosa Road, Disru... Sikkim Finalizes Voter Roll with 418,4... Arunachal Health Minister Unveils Foun... India-China Border Talks Set for Vacha...
06 Sep 2026
ગુજરાતી मराठी ਪੰਜਾਬੀ বাংলা
ସ୍ୱାମୀଙ୍କ ମୃତ୍ୟୁ ପରେ ୩ ମିନି ଟ୍ରକ୍ କିଣିଥିଲେ ମହିଳା, ଡ୍ରାଇଭରଙ୍କ ଦାଦାଗିରି!
Crime

ସ୍ୱାମୀଙ୍କ ମୃତ୍ୟୁ ପରେ ୩ ମିନି ଟ୍ରକ୍ କିଣିଥିଲେ ମହିଳା, ଡ୍ରାଇଭରଙ୍କ ଦାଦାଗିରି!

✍️ Reporter: Deepak Mahapatra 🗓 05 Sep 2026, 03:58 PM 👁 5
Share: 💬 WhatsApp 📘 Facebook 𝕏 Post
ସ୍ୱାମୀଙ୍କ ମୃତ୍ୟୁ ପରେ ୩ ମିନି ଟ୍ରକ୍ କିଣିଥିଲେ ମହିଳା, ଡ୍ରାଇଭରଙ୍କ ଦାଦାଗିରି!

ଭୁବନେଶ୍ୱର: ସ୍ୱାମୀଙ୍କ ମୃତ୍ୟୁ ପରେ ୩ଟି ମିନି ଟ୍ରକ୍ କିଣି ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ଅସଦାଚରଣ ଓ ମାରପିଟ କରି ଗାଡ଼ି ଛଡ଼ାଇ ନେବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ, ଗାଡ଼ି ଭଡ଼ା ଟଙ୍କା ହଡ଼ପ କରିବା ଯୋଗୁଁ ମହିଳା ଜଣକ ଡ୍ରାଇଭରଙ୍କୁ କାମରୁ ବାହାର କରିଥିଲେ। ପରେ ଅଭିଯୁକ୍ତ ନିଜ ସାଙ୍ଗସାଥୀଙ୍କ ସହ ମିଶି ମହିଳାଙ୍କ ଘରେ ପହଞ୍ଚି ଅସଦାଚରଣ, ମାରପିଟ କରିବା ସହ ଗାଡ଼ି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।
📲Get App