🔥 TRENDING સાવરકુંડલાનો 12 કરોડનો રોડ 12 મહિના પછ... बगरू वालो के रास्ते में स्थापित रावण प... बड़ेसरा में जुड़वां भाइयों की हत्या मे... મંગળોરમાં નવરાત્રી દરમિયાન નાગદેવતા પૂ... जालंधर कैंट में दुशहरे पर पंजाब प्रदेश... जमशेदपुर में गोकुल धाम सोसाइटी का पंडा...
21 Oct 2026•
ગુજરાતી मराठी ਪੰਜਾਬੀ বাংলা
ସ୍ୱାମୀଙ୍କ ମୃତ୍ୟୁ ପରେ ୩ ମିନି ଟ୍ରକ୍ କିଣିଥିଲେ ମହିଳା, ଡ୍ରାଇଭରଙ୍କ ଦାଦାଗିରି!
Crime

ସ୍ୱାମୀଙ୍କ ମୃତ୍ୟୁ ପରେ ୩ ମିନି ଟ୍ରକ୍ କିଣିଥିଲେ ମହିଳା, ଡ୍ରାଇଭରଙ୍କ ଦାଦାଗିରି!

✍️ Reporter: Deepak Mahapatra 🗓 05 Sep 2026, 03:58 PM 👁 65
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସ୍ୱାମୀଙ୍କ ମୃତ୍ୟୁ ପରେ ୩ ମିନି ଟ୍ରକ୍ କିଣିଥିଲେ ମହିଳା, ଡ୍ରାଇଭରଙ୍କ ଦାଦାଗିରି!

ଭୁବନେଶ୍ୱର: ସ୍ୱାମୀଙ୍କ ମୃତ୍ୟୁ ପରେ ୩ଟି ମିନି ଟ୍ରକ୍ କିଣି ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ଅସଦାଚରଣ ଓ ମାରପିଟ କରି ଗାଡ଼ି ଛଡ଼ାଇ ନେବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ, ଗାଡ଼ି ଭଡ଼ା ଟଙ୍କା ହଡ଼ପ କରିବା ଯୋଗୁଁ ମହିଳା ଜଣକ ଡ୍ରାଇଭରଙ୍କୁ କାମରୁ ବାହାର କରିଥିଲେ। ପରେ ଅଭିଯୁକ୍ତ ନିଜ ସାଙ୍ଗସାଥୀଙ୍କ ସହ ମିଶି ମହିଳାଙ୍କ ଘରେ ପହଞ୍ଚି ଅସଦାଚରଣ, ମାରପିଟ କରିବା ସହ ଗାଡ଼ି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।
📲Get App