🔥 ट्रेंडिंग नाना पाटेकर ने खुलासा किया: 'हॉर्न ओके... हेमा मालिनी को नाना पाटेकर की कॉल, एक... लीगल विश्लेषक मेधा पुष्करना ने ग्रेट ट... परवती ने नई फ़िल्म में यूनिफ़ॉर्म के प... त्रिपुरा NEET UG 2026 राउंड 3 की सीट म... सीजेपी विरोध के सामने दिल्ली की ओर जान...
09 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ୟୁରିଆ ସାର ଖାଇ ୩୦ରୁ ଉର୍ଦ୍ଧ ଛେଳି ମୃତ
स्थानीय

ୟୁରିଆ ସାର ଖାଇ ୩୦ରୁ ଉର୍ଦ୍ଧ ଛେଳି ମୃତ

✍️ रिपोर्टर: Deepak Mahapatra 🗓 03 सित. 2026, 06:12 PM 👁 86
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ୟୁରିଆ ସାର ଖାଇ ୩୦ରୁ ଉର୍ଦ୍ଧ ଛେଳି ମୃତ ! ଛେଳିକୁ ଦେଖି ମୁଣ୍ଡ ବାଡେଇ କାନ୍ଦୁଛି ବିଚରା ଗରିବ ଚାଷୀ ! ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏମିତି ଏକ ଅଭାବନୀୟ ହୃଦୟ ବିଦାରକ ଦୃଶ୍ୟ ! ସାର ଗୋଦାମ ଭିତରେ ପଶି ୟୁରିଆ ସାର ଖାଇ ଏକାଥରେ ୩୦ ଛେଳିଙ୍କ ମୃତ୍ୟୁ ! ଏକା ଥରେ ଏତେଗୁଡାଏ ଛେଳିକୁ ହରେଇ ଭାଙ୍ଗି ପଡିଛନ୍ତି ଗରିବ ଚାଷୀ ପରିବାର ! ଚାଷୀଙ୍କ ଅଭିଯୋଗ ପରେ ସାର ଗୋଦାମରେ ପୋଲିସ ପହଞ୍ଚି ପଚରାଉଚୁରା କରିଛନ୍ତି ! ତେବେ ଛେଳି କେମିତି ଭିତରକୁ ଆସିଲେ ଓ ଏହା ପଛରେ ଅନ୍ୟ କାହାର ଘୁଣ୍ୟ ଆଦେଶ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ! ଗରିବ ଚାଷୀର ଏକମାତ୍ର ସାହାରା ଏହି ଛେଳିମାନଙ୍କ ମୃତ୍ୟୁରେ ସରକାରଙ୍କ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ଏବଂ ଗରିବ ଚାଷୀ ପରିବାର !
📲Get App