🔥 TRENDING वंदे भारत न्यूज़ चैनल के कार्यालय में... महथावा में दीपोत्सव के अवसर पर खाद व्य... Rohit Sharma Jokes About Marrying Shub... Anshula Kapoor Celebrates First Diwali... Israel's President Herzog Names Former... Jashpur Youth Kills 4-Year-Old, Remove...
09 Nov 2026•
ગુજરાતી मराठी ਪੰਜਾਬੀ বাংলা

NEED24 NEWS | ଝାରସୁଗୁଡ଼ା

✍️ Reporter: Gajindra Munda 🗓 09 Nov 2026, 07:18 AM 👁 19
Share: 💬 WhatsApp 📘 Facebook 𝕏 Post

_🏥 BMRC ହସ୍ପିଟାଲକୁ ଆୟୁଷ୍ମାନ ଭାରତରେ ସାମିଲ୍ କରିବାକୁ ବିଧାୟକଙ୍କ ଚିଠି_

_🚩 NEED24 NEWS | ଝାରସୁଗୁଡ଼ା 🚩_

_🏥 BMRC ହସ୍ପିଟାଲକୁ ଆୟୁଷ୍ମାନ ଭାରତରେ ସାମିଲ୍ କରିବାକୁ ବିଧାୟକଙ୍କ ଚିଠି_

ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଚିଠି ଲେଖିଛନ୍ତି। BMRC ହସ୍ପିଟାଲକୁ ଆୟୁଷ୍ମାନ ଭାରତ (PM-JAY) ଯୋଜନାରେ ସାମିଲ୍ କଲେ ଗରିବ ରୋଗୀ ବିନା ଟଙ୍କାରେ ଚିକିତ୍ସା ପାଇପାରିବେ।

_ଜିଲ୍ଲା ପ୍ରତିନିଧି: ଗଜେନ୍ଦ୍ର ମୁଣ୍ଡା | ID: N24-93638_
_ଜୟ ଶ୍ରୀରାମ | ଜୟ ଜଗନ୍ନାଥ_
---
📲Get App