🔥 TRENDING ਹੁਸ਼ਿਆਰਪੁਰ ਵਿੱਚ ਕਰਿਸ਼ਨਾ ਜਨਮਾਸ਼ਤੀ ਦੀ ਵੱ... PM Modi to Visit Gujarat Tomorrow: Key... Gujarat Courts on High Alert After Ema... Ballari Chalo Sparks Debate Over Karna... Tamil Nadu farmer leader seeks Rs 1 la... Shivakumar Launches 'Prajaseva Abhiyan...
05 Sep 2026
ગુજરાતી मराठी ਪੰਜਾਬੀ বাংলা
ବିମାନ ବନ୍ଦର , ରେଳ ଷ୍ଟେସନ , Highway ଆଦି କେତେକ ସେବା କାରୀ ସଂସ୍ଥା କୁ କେନ୍ଦ୍ର ସରକାର
Politics

ବିମାନ ବନ୍ଦର , ରେଳ ଷ୍ଟେସନ , Highway ଆଦି କେତେକ ସେବା କାରୀ ସଂସ୍ଥା କୁ କେନ୍ଦ୍ର ସରକାର

✍️ Reporter: Deepak Mahapatra 🗓 05 Sep 2026, 03:06 PM 👁 3
Share: 💬 WhatsApp 📘 Facebook 𝕏 Post
ବିମାନ ବନ୍ଦର , ରେଳ ଷ୍ଟେସନ , highway ଆଦି କେତେକ ସେବା କାରୀ ସଂସ୍ଥା କୁ କେନ୍ଦ୍ର ସରକାର ଘରୋଇ କଂପାନୀ ଙ୍କୁ ଅର୍ଥ ବିନିମୟରେ ଲିଜ ଦେବା ପ୍ରସ୍ତାବକୁ କଂଗ୍ରେସ ଦଳ ବିରୋଧ କରିଛି । ଗୁରୁବାର ଦିନ ରାଉରକେଲା ରେ ଯୁବ କଂଗ୍ରେସ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ସହର ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଅବଗତ କରାଇ ଥିଲେ । ଦେଶ ର ସମ୍ପତ୍ତି କୁ ଘରୋଇ ବ୍ୟବସାୟୀ ଙ୍କ ହାତରେ ଟେକି ଦେବାର ନିଷ୍ପତ୍ତି କୁ ତୀବ୍ର ବିରୋଧ କରାଯିବ ବୋଲି କଂଗ୍ରେସ ଦଳ ତରଫ ରୁ କୁହାଯାଇଛି ।
📲Get App