🔥 TRENDING Madhya Pradesh Releases MD, MS College... D.P. Jewellers taps Madhya Pradesh Cri... Madhya Pradesh Spa Staff Assault Custo... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo... Kerala Synagogue Fire Suspected Extrem...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

🚨 BIG BREAKING NEWS | ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟରେ ହଟଚମଟ!

✍️ Reporter: PRADIPTA PATRA 🗓 15 Oct 2026, 02:06 PM 👁 18
Share: 💬 WhatsApp 📘 Facebook 𝕏 Post

🚨 BIG BREAKING NEWS | ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟରେ ହଟଚମଟ!

ଇପ୍ସିତା ସାହୁଙ୍କୁ ପୋଲିସ ନେଇଯିବା ଘଟଣାକୁ ନେଇ ଚର୍ଚ୍ଚା, କାନ୍ଦି ପକାଇଲେ ବିଜେଡି ନେତ୍ରୀ!

📍 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟରେ ହଟଚମଟ ସୃଷ୍ଟି ହୋଇଛି। ବିଜେଡି ନେତ୍ରୀ ଇପ୍ସିତା ସାହୁଙ୍କୁ ପୋଲିସ ନେଇଯାଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ପୋଲିସ ତାଙ୍କୁ ନେଇଯିବା ସମୟରେ ଇପ୍ସିତା ସାହୁ କାନ୍ଦି ପକାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ କେଉଁ କାରଣରୁ ପୋଲିସ ତାଙ୍କୁ ନେଇଗଲା, ଘଟଣା ପଛରେ କ’ଣ ରହିଛି ପ୍ରକୃତ କାରଣ, ସେନେଇ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ପୋଲିସର ଅଧିକାରିକ ପ୍ରତିକ୍ରିୟା ଓ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ମିଳିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ।

📹 ଦେଖନ୍ତୁ, ପୋଲିସ ନେଇଯିବା ସମୟର ଦୃଶ୍ୟ।

✍️ PRADIPTA PATRA | ODISHA BALASORE
📲Get App