🔥 TRENDING આણંદમાં LCB પોલીસએ 720 બિયર ટીન ધરાવતા... राजस्थान में 14‑15 अक्टूबर को पश्चिमी... Nagaland State Lottery Draws Scheduled... BJP Women MPs to Petition President Mu... 13 Arrested in Manipur for Alleged Chi... Manipur Police Arrest Two PREPAK Cadre...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Entertainment

🚨 BIG BREAKING NEWS | ବଲିଉଡ୍ ଅପଡେଟ୍ 🎬

✍️ Reporter: PRADIPTA PATRA 🗓 13 Oct 2026, 12:30 PM 👁 24
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

🚨 BIG BREAKING NEWS | ବଲିଉଡ୍ ଅପଡେଟ୍ 🎬

🔥 ୧୫ ବର୍ଷ ପରେ ଫେରିବ ‘ଦ ଡର୍ଟି ପିକ୍ଚର୍ ୨’!
ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ଦାର! ୨୦୧୧ର ସଫଳ ଫିଲ୍ମ *‘ଦ ଡର୍ଟି ପିକ୍ଚର୍’*ର ସିକ୍ୱେଲ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଯୋଜିକା ଏକତା କପୁରଙ୍କ ଘୋଷଣା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି।
ପ୍ରଥମ ଭାଗରେ ବିଦ୍ୟା ବାଲନଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ମନ ଜିତିଥିଲା। ତେବେ ଦ୍ୱିତୀୟ ଭାଗରେ କେଉଁ ଅଭିନେତ୍ରୀ ନାୟିକା ହେବେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
🎥 ବଡ଼ ପ୍ରଶ୍ନ — ବିଦ୍ୟା ବାଲନ୍ ଫେରିବେ ନା ନୂଆ ଚେହେରା ନେବେ ଏଣ୍ଟ୍ରି?
📲Get App