🔥 TRENDING শমীক বাবু: অস্তিত্বহীন দলের আলোচনা অপ্... सुमेरपुर: धणा में कांग्रेस प्रत्याशी ज... বিজেপির তৃণমূলীকরণ নিয়ে সাংবাদিকদের প... ছাগলের জন্য ঘাস কাটতে গিয়ে বিদ্যুৎস্পৃ... કેન્દ્રીય ચૂંટણીપંચ દ્વારા મતદાર નોંધણ... Jkpc President and MLA Handwara sajad...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE

✍️ Reporter: Deepak Mahapatra 🗓 05 Oct 2026, 12:08 PM 👁 24
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ଚଢାଉ । ବାଲେଶ୍ୱର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ ଚଢାଉ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ଚଢାଉ ।

ବାଲେଶ୍ୱର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ ଚଢାଉ । ଖୋର୍ଦ୍ଧା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଳାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ବାଲେଶ୍ଵର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହି ଚଢାଉ ଜାରୀ ରହିଛି।
ସପ୍ତାହେ ତଳେ ତାଙ୍କର ପଦୋନ୍ନତି ହୋଇଥିଲା। ତାପରେ ସହକାରୀ ଯନ୍ତ୍ରୀରୁ ସେ ନିର୍ବାହୀ ଯନ୍ତ୍ରୀ ହୋଇଥିଲେ। ସପ୍ତାହେ ପରେ ଆଜି ପୁଣି ତାଙ୍କର ଭାଗ୍ୟ ବଦଳିଗଲା। ବେତନଟୀ ରାସ୍ତା ଓ ଗୃହ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବାଲେଶ୍ଵର ଅଙ୍ଗାର ଗଡ଼ିଆସ୍ଥିତ ବାସଭବନରେ ଚାଲିଛି ଭିଜିଲାନ୍ସ ରେଡ୍। ପାଖାପାଖି ଏପର୍ଯ୍ୟନ୍ତ ୨ ଲକ୍ଷ୍ କ୍ୟାସ ସହ ଅନେକ ସୁନା ଗହଣା ଜବତ କରିଛି ଭିଜିଲାନ୍ସ ।
📲Get App