🔥 ट्रेंडिंग ସରକାରୀ ଟଙ୍କାରେ ବଡ଼ ହେରଫେର; ୧.୨୩ କୋଟି ଟ... ସୁଦାମ ହତ୍ୟା ଘଟଣାର ପର୍ଦ୍ଦାଫାସ: ମଙ୍ଗଳସୂତ... ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर... ଦୁଷ୍କର୍ମ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ସରକାରୀ ବାସଭବନରୁ ମିଳିଲା ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ

✍️ रिपोर्टर: Deepak Mahapatra 🗓 21 नव. 2026, 03:05 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ସରକାରୀ ବାସଭବନରୁ ମିଳିଲା ମହିଳା ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ପ୍ରଭାସିନୀ ସାହୁ।

ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ ବାସଭବନରୁ ତାଙ୍କ ମୃତଦେହ ମିଳିଛି।

ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିନଥିବା ବେଳେ ଗଞ୍ଜାମ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି।
📲Get App