🔥 TRENDING Congress Leaders Claim Bias in BCCI’s... ANT Shares Slip as Retail Investors Pu... Trump Presses for Jensen Huang’s Retur... ଦୁର୍ବଳ ହେଲା ବାତ୍ୟା 'ଅକଭାନ୍‌', ଗଭୀର ଅବପ... Police Conduct Search Operation at Lud... गलत बयान पर उठी चर्चा
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ସରକାରୀ ବାସଭବନରୁ ମିଳିଲା ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ

✍️ Reporter: Deepak Mahapatra 🗓 21 Nov 2026, 03:05 PM 👁 12
Share: 💬 WhatsApp 📘 Facebook 𝕏 Post
ସରକାରୀ ବାସଭବନରୁ ମିଳିଲା ମହିଳା ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ପ୍ରଭାସିନୀ ସାହୁ।

ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ ବାସଭବନରୁ ତାଙ୍କ ମୃତଦେହ ମିଳିଛି।

ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିନଥିବା ବେଳେ ଗଞ୍ଜାମ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି।
📲Get App