🔥 TRENDING କୋଟିଆରେ ଆନ୍ଧ୍ର ନିର୍ବାଚନ ଡିସେମ୍ବର ୨କୁ ଘ... गर्भपात नहीं, अपूर्ण गर्भपात का इलाज क... ୨୨ ନଭେମ୍ବରରେ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ର... ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ୩୦ ପ୍ଲାଟ... 35 साल पुरानी मंदिर धरोहर के पुनर्निर्... ବନ୍ୟାରେ ବୁଡ଼ିଲା ଚାଷୀଙ୍କ ସ୍ୱପ୍ନ, ପାଣିରେ...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ !

✍️ Reporter: Deepak Mahapatra 🗓 21 Nov 2026, 03:57 PM 👁 13
Share: 💬 WhatsApp 📘 Facebook 𝕏 Post
ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ନଭେମ୍ବର ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି। କଟକ ଜିଲ୍ଲା ବଡ଼ମ୍ବାରେ ଚିନିକଳ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଆସିପାରନ୍ତି । ଏନେଇ ସୂଚନା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନଭେମ୍ବର ୨୮ ତାରିଖରେ ଓଡ଼ିଶା ଆସିପାରନ୍ତି । କଟକ ଜିଲ୍ଲା ବଡ଼ମ୍ବାରେ ଥିବା ଚିନିକଳର ଉଦ୍‌ଘାଟନ ପାଇଁ ତାଙ୍କର ଏହି ଗସ୍ତ ସମ୍ଭାବନା ରହିଛି । ଏନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି ।
ଅମିତ ଶାହଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ଗସ୍ତର ଚୂଡ଼ାନ୍ତ କାର୍ଯ୍ୟସୂଚୀ, ସମୟ ଏବଂ ଅନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆନୁଷ୍ଠାନିକ ସୂଚନାକୁ ଅପେକ୍ଷା କରାଯାଇଛି । ଯଦି ଏହି ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ବଡ଼ମ୍ବା ଚିନିକଳର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗଦେବେ । ଏବେ ତାଙ୍କ ଗସ୍ତକୁ ନେଇ ଆଧିକାରିକ ଘୋଷଣା ଉପରେ ନଜର ରହିଛି ।
📲Get App