Odisha — News
📍 Bhubaneswar
ଆଜି ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ, ଯୋଗଦେବେ ସମସ୍ତ ଦଳର ବିଧାୟକ
17 Nov 2026
ପାରାଦ୍ୱୀପ ବନ୍ଦର ପକ୍ଷରୁ ବଡ଼ ରେସ୍କ୍ୟୁ ଅପରେସନ୍, ସମୁଦ୍ର ଗର୍ଭରୁ ୨୭ ନାବିକ ଉଦ୍ଧାର
17 Nov 2026
📍 Bhubaneswar
ଛତିଶଗଡ଼ରୁ ଆସି ଓଡ଼ିଶାରେ ପହଞ୍ଚିଛି ମହାବଳ; ଦେବ୍ରିଗଡ଼ରେ ଠାବ ହୋଇଥିବା ବାଘର ପରିଚୟରେ ଲାଗିଲା NTCAର ମୋହର
17 Nov 2026
📍 Rourkela
ହଠାତ୍ ଚଳନ୍ତା ବସ୍ରୁ ବାହାରିଲା ଧୂଆଁ, ପରେ ଲାଗିଲା ନିଆଁ; ରାଉରକେଲା ରାସ୍ତାରେ ଜଳିଗଲା ବସ୍, ମୃତ୍ୟୁକୁ ମାତ୍ ଦେଲେ ୨୭ ଯାତ୍ରୀ
17 Nov 2026
📍 Bhubaneswar
ବଳ ଗୋଟାଉଛି ବାତ୍ୟା, ଆଜି ସନ୍ଧ୍ୟାରେ ନେବ ଭୀଷଣ ରୂପ
17 Nov 2026
ବିଧବାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ଚିକିତ୍ସା ବେଳେ ଆଖି ବୁଜିଲେ ପୀଡ଼ିତା
17 Nov 2026
ବ୍ରିଜ୍ରେ ପିଟି ହେଲା ବାଇକ, ଚାଲିଗଲା ୨ ଯୁବକଙ୍କ ଜୀବନ
17 Nov 2026
ଶ୍ୱଶୁର ଘରେ ପହଞ୍ଚିବା ପୂର୍ବରୁ କାର୍ ଭିତରେ ଜ୍ୱାଇଁଙ୍କୁ ଜୀବନ୍ତ ଜାଳିଦେଲେ
17 Nov 2026
ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର |
17 Nov 2026
📍 Bhubaneswar
ଘରକୁ ଫେରିଲେ କୁକୁର ମାଂସ ଖାଇଥିବା ଯୁବକ, କ୍ରିକେଟ ଖେଳ ଉଜାଡ଼ି ଦେଇଛି ସବୁ କିଛି
17 Nov 2026
📍 Bhubaneswar
VP ବିଧାୟକଙ୍କୁ ଗୁରୁମନ୍ତ୍ର: ଭୋଟରେ ନିର୍ବାଚନ ଜିତିହୁଏ, କିନ୍ତୁ ନିଃସ୍ୱାର୍ଥପର ସେବା ହିଁ ଜନତାଙ୍କ ହୃଦୟ ଜିତେ, ବିରୋଧୀଙ୍କ ବର୍ଜନକୁ ନେଇ ତେଜିଲା ରାଜନୀତି
17 Nov 2026