🔥 ट्रेंडिंग अलवर में हत्या में पत्नी और प्रेमी को... 14 ଜିଲ୍ଲାର ରିଲିଫ ଓ ପୁନରୁଦ୍ଧାର ଦାୟିତ୍ବ... ଓଡ଼ିଶା ଉପକୂଳ ଜିଲ୍ଲାରେ ଆଜି ଭୟଙ୍କର ବର୍ଷା... ବଢ଼ିବ ନଦୀର ଜଳସ୍ତର ବୃଦ୍ଧି, ଆଶଙ୍କାଜନକ ବର... ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜା... হজবিবিডাঙ্গা পঞ্চায়েতে অনাস্থা ভোটে হ...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଆସନ୍ତା ୨୬ରେ ମଣିପୁର ଯିବେ ରାହୁଲ, ହିଂସା ପୀଡ଼ିତଙ୍କ ସହିତ କରିବେ ଆଲୋଚନା

✍️ रिपोर्टर: Deepak Mahapatra 🗓 09 नव. 2026, 01:48 PM 👁 79
शेयर करें: 💬 WhatsApp 📘 Facebook 𝕏 Post
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିବେ । ଆସନ୍ତା ୨୬ ତାରିଖରେ ଏକ ଦିବସୀୟ ଗସ୍ତରେ ଇମ୍ଫାଲରେ ମଣିପୁର ହିଂସାରେ ନିଜର ପରିଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଚୁରାନ୍ଦାପୁର ଯାଇ ପୀଡ଼ିତ ପରିବାରକୁ ଭେଟିବାର ରହିଛି ।
ମଣିପୁରରେ ଦୀର୍ଘ ସମୟ ଧରି ହିଂସା ଲାଗି ରହିଛି । ନିକଟରେ ଅକ୍ଟୋବର ୩୧ ତାରିଖରେ ଇମ୍ଫାଲରେ ଆଦିବାସୀ ସମ୍ପ୍ରଦାୟ ବିଶାଳ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ମଣିପୁର ହିଂସାକୁ ବନ୍ଦ କରିବା, ଆଦିବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ବିସ୍ଥାପିତ ପରିବାରଙ୍କୁ ପୁନଃ ଥଇଥାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ଅନ୍ତିମ ଆହ୍ୱାନ ବୋଲି କହିଥିଲେ ।
📲Get App