🔥 TRENDING Jorhat DTO Clarifies Army Vehicle Disp... Security Forces Uncover Maoist Arms Ca... Chhattisgarh Declared Naxal-Free, Open... Chhattisgarh Admin Promotes Senior IAS... SGPC President Election: Sukhbir Badal... BJP's Yatra Strategy Faces Scrutiny Ov...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଓରାଙ୍ଗଉଟାନଙ୍କୁ ନେଇ ମନ୍ତ୍ରୀ କହିଲେ ଏମିତି କଥା

✍️ Reporter: Deepak Mahapatra 🗓 09 Nov 2026, 12:57 PM 👁 62
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାରେ ରହିପାରନ୍ତି ୫ ଓରାଙ୍ଗଉଟାନ। ବାଲେଶ୍ବରରୁ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନଗୁଡିକ ଏବେ ନନ୍ଦନକାନନରେ ସୁସ୍ଥ ଅଛନ୍ତି। ସେମାନଙ୍କୁ ନେବା ପାଇଁ ଏଯାଏ କୌଣସି ଦେଶ ଦାବି କରିନାହାନ୍ତି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ।
ସେ କହିଛନ୍ତି, ଆମେ ଚାହିଁବୁ ଓରାଙ୍ଗଉଟାନ ଓଡ଼ିଶାରେ ରୁହନ୍ତୁ। କୌଣସି ଦେଶ ଏଯାଏ ଦାବି କରିନାହାନ୍ତି। ଇଣ୍ଡୋନେସିଆରୁ ବିଶେଷଜ୍ଞ ଦଳ କେବଳ ଦେଖିବାକୁ ଆସୁଛନ୍ତି। ଭାରତ ସରକାର ତାଙ୍କ ଠାରୁ ପ୍ରମାଣ ମାଗିବେ। ସେମାନେ ଠୋସ୍ ପ୍ରମାଣ ଦେବା ପରେ ହିଁ ସେମାନଙ୍କ ଯିବା କଥା ବିଚାର କରାଯିବ। ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।
📲Get App