🔥 TRENDING सेक्टर 12 स्थित श्री श्याम मंदिर में भ... ବାଲେଶ୍ବର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବ... ବାତ୍ୟା ଚେତାବନୀରେ ପୂର୍ବତଟ ରେଲୱେ ଆଜି ଛଅଟ... ୧୩ କିମି/ଘଣ୍ଟା ବେଗରେ ଚଳିତ ସାଇକ୍ଲୋନ୍ ଆକ୍... ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବା ଯୁକ୍ତ ୨ ପରୀକ... Cyclone Aqwan 20-21 ତାରିଖରେ ଶିମିଳିପାଳ...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
ଅକ୍ଟୋବର ୧ରେ ଶାହଙ୍କ ଅଧ୍ୟକ୍ଷତାରେ ବସିବ ମହାନଦୀ ବୈଠକ
Politics

ଅକ୍ଟୋବର ୧ରେ ଶାହଙ୍କ ଅଧ୍ୟକ୍ଷତାରେ ବସିବ ମହାନଦୀ ବୈଠକ

✍️ Reporter: Deepak Mahapatra 🗓 29 Sep 2026, 05:06 PM 👁 70
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଖୁବଶିଘ୍ର ମହାନଦୀ ଜଳ ବିବାଦ ସମାଧାନ ହେବାକୁ ଯାଉଛି । ଅକ୍ଟୋବର ୧ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ ବସିବାକୁ ଯାଉଛି ।

ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଔ ସାଇ ଯୋଗ ଦେବେ । ଏନେଇ AG ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
CWC ମଧ୍ୟସ୍ଥତାରେ ଜଳ ବଣ୍ଟନର ସୂତ୍ର ଖୋଜା ଚାଲିଥିବାର ସୂଚନା ମିଳିଛି ।
📲Get App