🔥 ट्रेंडिंग ୧୩ କିମି/ଘଣ୍ଟା ବେଗରେ ଚଳିତ ସାଇକ୍ଲୋନ୍ ଆକ୍... ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବା ଯୁକ୍ତ ୨ ପରୀକ... Cyclone Aqwan 20-21 ତାରିଖରେ ଶିମିଳିପାଳ... ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ପଡ଼ିବା ଓ ଅନ୍ୟା... ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍... બોટાદ તાલુકા ના ઝમરાળા ગામ ના બન્ને પર...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
ପ୍ରବଳ ବର୍ଷାରେ ଧୋଇହେଲା କନ୍ଧମାଳ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟ ନିର୍ମାଣଧୀନ ଗାର୍ଡୱାଲ ।
मौसम

ପ୍ରବଳ ବର୍ଷାରେ ଧୋଇହେଲା କନ୍ଧମାଳ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟ ନିର୍ମାଣଧୀନ ଗାର୍ଡୱାଲ ।

✍️ रिपोर्टर: Deepak Mahapatra 🗓 24 सित. 2026, 04:10 PM 👁 77
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପ୍ରବଳ ବର୍ଷାରେ ଧୋଇହେଲା କନ୍ଧମାଳ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟ ନିର୍ମାଣଧୀନ ଗାର୍ଡୱାଲ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଜି.ଉଦୟଗିରି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଫାଟିବା ସହ ଗାର୍ଡୱାଲ ଧସି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କଳିଙ୍ଗା ଘାଟୀର ସଂକୀର୍ଣ୍ଣ ରାସ୍ତାକୁ ଓସାର କରିବା ପାଇଁ ନିର୍ମାଣ କାମ ଚାଲିଥିବା ବେଳେ ବର୍ଷାରେ ଏହି ଅଘଟଣ ଘଟିଛି । ବର୍ଷା ଆହୁରି ଜାରି ରହିଲେ ଘାଟୀର ସ୍ଥିତି ଗୁରୁତର ହେବା ସହ ଭୂସ୍ଖଳନ ଆଶଙ୍କା ବଢ଼ିପାରେ । ଯାତାୟାତ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।
📲Get App