🔥 ट्रेंडिंग गंगा एक्सप्रेसवे पर झपकी के कारण श्रद्... Need 24 news harpalpur Hardoi mobile... भारत में लॉन्च हुआ BMW R 12 G/S रेट्रो... कर्नाटक बन गया भारत में एआई और सेमीकंड... सूरज बर्ज़तिया ने 'धुरंधर' की प्रशंसा,... नरेंद्र मोदी का GTA 6 पोस्ट वायरल, देश...
20 नव. 2026•
ગુજરાતી मराठी ਪੰਜਾਬੀ বাংলা

🚩 NEED24 NEWS | ଝାରସୁଗୁଡ଼ା 🚩_ _9 ନଭେମ୍ବର 2026 | ଜିଲ୍ଲା ପ୍ରତିନିଧି: ଗଜେନ୍ଦ୍ର ମୁଣ୍ଡା | ID: N24-93638_

✍️ रिपोर्टर: Gajindra Munda 🗓 09 नव. 2026, 03:12 PM 👁 176
शेयर करें: 💬 WhatsApp 📘 Facebook 𝕏 Post

_😢 ଝାରସୁଗୁଡ଼ାରେ ଦୁଃଖଦ ଘଟଣା - ନିଖୋଜ ଯୁବକଙ୍କ ମୃତଦେହ ମିଳିଲା_

_🚩 NEED24 NEWS | ଝାରସୁଗୁଡ଼ା 🚩_
_9 ନଭେମ୍ବର 2026 | ଜିଲ୍ଲା ପ୍ରତିନିଧି: ଗଜେନ୍ଦ୍ର ମୁଣ୍ଡା | ID: N24-93638_

_😢 ଝାରସୁଗୁଡ଼ାରେ ଦୁଃଖଦ ଘଟଣା - ନିଖୋଜ ଯୁବକଙ୍କ ମୃତଦେହ ମିଳିଲା_

ହେମଗିର ଅଞ୍ଚଳର ଯୁବକ ପୃଥ୍ୱୀରାଜ ନିକୋ / ସାହୁ 48 ଘଣ୍ଟା ଧରି ନିଖୋଜ ଥିଲେ। ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଓ ସ୍ଥାନୀୟ ଲୋକଙ୍କ ଖୋଜାଖୋଜି ପରେ ଘୋଡ଼ାମରା ଘାଟି ପାଖ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହା ଆତ୍ମହତ୍ୟା ନା ହତ୍ୟା - ପୋଲିସ ତଦନ୍ତ କରୁଛି।

_NEED24 NEWS ପରିବାର ତରଫରୁ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା। ଓଁ ଶାନ୍ତି 🙏_
📲Get App