🔥 TRENDING UDF സർക്കാരിന്റെ പ്രവാസി വിരുദ്ധ നയങ്ങ... The Times of India Unveils Official Tr... Vulture Declared Nashik's Symbolic Bir... ED Seizes Assets Worth Rs 16.23 Crore... Maharashtra Governor pledges assistanc... Six killed in road accident returning...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

*NEED24 NEWS - ଆଜିର ଝାରସୁଗୁଡ଼ା ଖବର*

✍️ Reporter: Gajindra Munda 🗓 16 Nov 2026, 10:29 AM 👁 57
Share: 💬 WhatsApp 📘 Facebook 𝕏 Post

*ସୋମବାର, 16 ନଭେମ୍ବର 2026* ଆଜି ଝାରସୁଗୁଡ଼ାର ବଡ଼ ଖବର -

*NEED24 NEWS - ଆଜିର ଝାରସୁଗୁଡ଼ା ଖବର*
*ସୋମବାର, 16 ନଭେମ୍ବର 2026*
ଆଜି ଝାରସୁଗୁଡ଼ାର ବଡ଼ ଖବର -

*1. ଛଠ୍ ପୂଜା - ସନ୍ଧ୍ୟା ଅର୍ଘ୍ୟ ଶେଷ, ଆଜି ଉଷା ଅର୍ଘ୍ୟ*
କାଲି ସନ୍ଧ୍ୟାରେ ଝାରସୁଗୁଡ଼ାର ବିଭିନ୍ନ ଘାଟ ଆଉ ପୋଖରୀରେ ଶହ ଶହ ଭକ୍ତ ଡୁବୁଥିବା ସୂର୍ଯ୍ୟଙ୍କୁ ସନ୍ଧ୍ୟା ଅର୍ଘ୍ୟ ଦେଇଛନ୍ତି। ଆଜି ସକାଳେ ଉଷା ଅର୍ଘ୍ୟ ଦେଇ 36 ଘଣ୍ଟା ଉପବାସ ଭାଙ୍ଗିବେ। ବିହାର, ୟୁପି, ଝାଡ଼ଖଣ୍ଡର ପ୍ରବାସୀ ଲୋକେ ବେଶି ଭିଡ଼ କରିଛନ୍ତି। 90dc

*2. ଝାରସୁଗୁଡ଼ାରେ ନୂଆ ହୃଦୟ ହସ୍ପିଟାଲ ଉଦ୍ଘାଟନ*
MCL, ସ୍ୱାସ୍ଥ୍ୟ ବିଭାଗ ଆଉ BMRC ମିଶି PPP ମୋଡ୍ ରେ ନୂଆ କାର୍ଡିଆକ୍ କେୟାର ହସ୍ପିଟାଲ ଉଦ୍ଘାଟନ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ ଆଉ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। 0421

*3. JSG SMILE ପୋର୍ଟାଲ୍ ଲଞ୍ଚ୍*
ଜିଲ୍ଲା ପ୍ରଶାସନ ନୂଆ JSG SMILE ପୋର୍ଟାଲ୍ ଲଞ୍ଚ୍ କରିଛି। ବଡ଼ ଶିଳ୍ପ ସହ ଛୋଟ MSME, ମହିଳା SHG ଆଉ ହସ୍ତଶିଳ୍ପୀଙ୍କୁ ସିଧା ଯୋଡ଼ିବ। ଏଯାଏଁ 14 ବଡ଼ ଶିଳ୍ପ ଆଉ 100ରୁ ବେଶି MSME ରେଜିଷ୍ଟର ହୋଇସାରିଛନ୍ତି। TRL କ୍ରୋସାକି ପ୍ରଥମ ଅର୍ଡର ଦେଇଛି। 7adc

*4. ବ୍ରଜରାଜନଗରରେ ଜିଲ୍ଲାପାଳଙ୍କ ସମୀକ୍ଷା*
ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ବ୍ରଜରାଜନଗରରେ ବିକାଶ କାମ ସମୀକ୍ଷା କରିଛନ୍ତି। ନୂଆ ପିକ୍ନିକ୍ ସ୍ପଟ୍ ଆଉ ବହୁ ଦିନରୁ ଅଟକିଥିବା କୁଟାବଗା ବ୍ରିଜ୍ ନେଇ ଆଲୋଚନା ହୋଇଛି। 8519

*5. DAV ରେ ଶିଶୁ ମହୋତ୍ସବ ଶେଷ*
DAV ପବ୍ଲିକ୍ ସ୍କୁଲ ଝାରସୁଗୁଡ଼ାରେ 3 ଦିନିଆ ଶିଶୁ ମହୋତ୍ସବ ଶେଷ ହୋଇଛି। ବହି ମେଳା, ନୃତ୍ୟ, କୁଇଜ୍, ଚିତ୍ରକଳା ସବୁ ହୋଇଥିଲା। 3e0f

*6. ଝାରସୁଗୁଡ଼ାରେ ଆଜି ସୁନା ଆଉ ପେଟ୍ରୋଲ୍ ଦର*
- ସୁନା 24K - 1,37,620 ଟଙ୍କା / 10 ଗ୍ରାମ୍, 22K - 1,26,150 ଟଙ୍କା
- ପେଟ୍ରୋଲ୍ - 108.99 ଟଙ୍କା / ଲିଟର୍ bb58
📲Get App