🔥 TRENDING जैसलमेर में पंचायत समिति व जिला परिषद... नशे के खिलाफ एकजुट हुए एकाढ़ा के छात्र... कायाकल्प अभियान के तहत स्कूलों की व्यव... Azam Khan: Today's Congress Leadership... Uttar Pradesh plants over 40 crore tre... Azam Khan mocks Asaduddin Owaisi with...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

*NEED24 NEWS | ଝାରସୁଗୁଡା*

✍️ Reporter: Gajindra Munda 🗓 11 Nov 2026, 08:13 PM 👁 65
Share: 💬 WhatsApp 📘 Facebook 𝕏 Post

ହେଡ୍ ଲାଇନ୍:* *ଝାରସୁଗୁଡାରେ ପ୍ରେମ ସାଗର ଦକ୍ଷିଣ ପୂର୍ବ ରେଳ ମେନ୍ସ ୟୁନିୟନର ସଚିବ ଭାବେ ନିଯୁକ୍ତ*

*NEED24 NEWS | ଝାରସୁଗୁଡା*

*ହେଡ୍ ଲାଇନ୍:*
*ଝାରସୁଗୁଡାରେ ପ୍ରେମ ସାଗର ଦକ୍ଷିଣ ପୂର୍ବ ରେଳ ମେନ୍ସ ୟୁନିୟନର ସଚିବ ଭାବେ ନିଯୁକ୍ତ*

*ଝାରସୁଗୁଡା, ୧୧ ନଭେମ୍ବର:*
ଝାରସୁଗୁଡାରେ ପ୍ରେମ ସାଗର ଦକ୍ଷିଣ ପୂର୍ବ ରେଳ ମେନ୍ସ ୟୁନିୟନର ନୂଆ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ନୂଆ ଦାୟିତ୍ୱ ପାଇବା ପରେ ଶ୍ରୀ ସାଗର କହିଛନ୍ତି, ରେଳ କର୍ମଚାରୀଙ୍କ ହକ ଓ କଲ୍ୟାଣ ପାଇଁ ସେ ସବୁବେଳେ କାମ କରିବେ। କର୍ମଚାରୀଙ୍କ ସମସ୍ୟାକୁ ରେଳ ପ୍ରଶାସନ ଆଗରେ ଦୃଢ଼ ଭାବେ ଉପସ୍ଥାପନ କରିବା ତାଙ୍କର ପ୍ରାଥମିକତା ହେବ।

ତାଙ୍କ ନିଯୁକ୍ତିରେ ଝାରସୁଗୁଡା ରେଳ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବହୁ କର୍ମଚାରୀ ଓ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ୟୁନିୟନ୍ ପକ୍ଷରୁ କୁହାଯାଇଛି, ଶ୍ରୀ ସାଗରଙ୍କ ନେତୃତ୍ୱରେ ସଂଗଠନ ଆହୁରି ମଜବୁତ ହେବ ଏବଂ କର୍ମଚାରୀଙ୍କ ହକ୍ ପାଇଁ ଲଢ଼େଇ ଆହୁରି ତୀବ୍ର ହେବ।

*- NEED24 NEWS, ଝାରସୁଗୁଡା*
📲Get App